‘ଏଲ୍‌ଇଡି’ ଟେଲିଭିଜନ୍‌ ଫାଟି ୧୬ ବର୍ଷିୟ ବାଳକ ମୃତ

ଗାଜିଆବାଦ: ମଙ୍ଗଳବାର ଦିନ ଉତ୍ତର ପ୍ରଦେଶର ଗାଜିଆବାଦସ୍ଥିତ ଜଣକ ଘରେ ଗୋଟାଏ ‘ଏଲ୍‌ଇଡି’ ଟେଲିଭିଜନରେ ବିସ୍ଫୋରଣ ଘଟିବାରୁ ଜଣେ ୧୬ ବର୍ଷିୟ ବାଳକର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ଉକ୍ତ ବିସ୍ଫୋରଣ ଘଟଣାରେ ତା’ର ମାଆ, ଭାଉଜ ଓ ଜଣେ ବନ୍ଧୁ ମଧ୍ୟ ଆହତ ହୋଇଛନ୍ତି। ବିସ୍ଫୋରଣ ଏଡ଼େ ପ୍ରଚଣ୍ଡ ଥିଲା ଯେ, କଂ‌କ୍ରିଟ୍‌ ସ୍ଲାବ୍‌ ଓ ଘର କାନ୍ଥରୁ ଗୋଟାଏ ଅଂଶ ମଧ୍ୟ ଭାଙ୍ଗିପଡ଼ିଛି। ଏହି ଘଟଣାରେ … Continue reading ‘ଏଲ୍‌ଇଡି’ ଟେଲିଭିଜନ୍‌ ଫାଟି ୧୬ ବର୍ଷିୟ ବାଳକ ମୃତ